ସପ୍ତସତୀ ମନ୍ଦିରରୁ ଲିଙ୍ଗିପୁର ଛକ ଯାଏ ଝଲସିଲା ପୁରୀ ବାଇପାସ୍‌

୨.୮୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ବହୁପ୍ରତୀକ୍ଷିତ ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତା ଶେଷରେ ଆଲୋକିତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଏମ୍‌ସି ସହାୟତାରେ ୨.୮୫ କୋଟି ଟଙ୍କାରେ ସପ୍ତସତୀ ମନ୍ଦିର ନିକଟରୁ ଲିଙ୍ଗିପୁର ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ହୋଇଥିବା ଆଲୋକୀକରଣ ପ୍ରକଳ୍ପକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସନ୍ଧ୍ୟାରେ ଟଙ୍କପାଣି ରୋଡ୍‌ ନିକଟସ୍ଥ ସାଇ ମନ୍ଦିର ଛକରେ ସୁଇଚ୍‌ ଟିପି ଏହି … Continue reading ସପ୍ତସତୀ ମନ୍ଦିରରୁ ଲିଙ୍ଗିପୁର ଛକ ଯାଏ ଝଲସିଲା ପୁରୀ ବାଇପାସ୍‌